କଟକ ସହରରେ ବିହାରୀ ସମ୍ପ୍ରଦାୟଙ୍କ ଛଠ୍‌ପୂଜା ଆରମ୍ଭ

କଟକ: ଆଜି ପବିତ୍ର ଛଠ୍‌ ପୂଜା ଆରମ୍ଭ ହୋଇଯାଇଛି। କଟକ ସହରର ଉଭୟ ପାର୍ଶ୍ୱରେ ଥିବା ମହାନଦୀ ଏବଂ କାଠଯୋଡ଼ି ନଦୀ କୂଳରେ ହଜାର ହଜାର ମହିଳା ଶ୍ରଦ୍ଧାଳୁମାନେ ଓଷା ବ୍ରତ ରଖି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଛନ୍ତି। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଶ୍ରଦ୍ଧାଳୁମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଛନ୍ତି। ଆସନ୍ତାକାଲି (ସୋମବାର) ଉଦିତ ସୂର୍ଯ୍ୟଙ୍କୁ ପୁଣି ଥରେ ଅର୍ଘ୍ୟ ଦେଇ ବ୍ରତ ଭଙ୍ଗ କରିବେ। … Continue reading କଟକ ସହରରେ ବିହାରୀ ସମ୍ପ୍ରଦାୟଙ୍କ ଛଠ୍‌ପୂଜା ଆରମ୍ଭ